ଆଜି ନନ୍ଦନକାନନରେ ବୁଲିଲେ ୩୮୧୬ ଦର୍ଶକ

ଭୁବନେଶ୍ୱର: ପର୍ଯ୍ୟଟକଙ୍କ ଲାଗି ରାଜଧାନୀ ଭୁବନେଶ୍ୱରର ଅନ୍ୟତମ ଆକର୍ଷଣୀୟ ସ୍ଥାନ ‘ନନ୍ଦନକାନନ ପ୍ରାଣୀ ଉଦ୍ୟାନ’ରେ ଦିନକୁ ଦିନ ଦର୍ଶକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ମୋଟ୍‌ ୩ ହଜାର ୮୧୬ଜଣ ଦର୍ଶକ ନନ୍ଦନକାନନ ବୁଲିଛନ୍ତି। ଦର୍ଶକମାନଙ୍କ ମଧ୍ୟରୁ ୩ ହଜାର ୬୫୩ ଜଣ କାଉଣ୍ଟର ମାଧ୍ୟମରେ ଟିକେଟ‌ କିଣିଥିଲେ। କିନ୍ତୁ ଜଣ ୧୬୩ ଜଣ ଅନ୍‌ଲାଇନ୍‌ ମାଧ୍ୟମରେ ଟିକେଟ୍‌ କିଣିଥିଲେ। ନନ୍ଦନକାନନର ଉପ ନିର୍ଦ୍ଦେଶକ ବିମଳ ପ୍ରସନ୍ନ ଆଚାର୍ଯ୍ୟ ଏହି … Continue reading ଆଜି ନନ୍ଦନକାନନରେ ବୁଲିଲେ ୩୮୧୬ ଦର୍ଶକ